ଭୋଗ୍ୟ ବସ୍ତୁ
ଦେଖଣା
ଭୋଗ୍ୟ ବସ୍ତୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭୋଗ୍ୟ= ଭୋଗ କରିବାର ଯୋଗ୍ୟ +ବସ୍ତୁ =ପଦାର୍ଥ)
[ସମ୍ପାଦନା]ମନୁଷ୍ୟର ଯାହା ଭୋଗଯୋଗ୍ୟ —Things enjoyed by persons; enjoyable things.
[ଦ୍ରଷ୍ଟବ୍ୟ —ଏହି ଭୋଗ୍ୟ ବସ୍ତୁ ଦଶ ବିଧ; ଯଥା ଭୂମି ଗୌ ଦାସଦାସୀତା. ବସନ୍ୟ ଭୁଷାଣାଶନେ, ତୁରଗୋ ମହିଷୋ ବାମା, ଭୋଗ୍ୟବସ୍ତୁ ଦ୍ୱିପଞ୍ଚକଂ ଭୂମି, ଗୋରୁ, ଦାସ, ଦାସୀ ବସଳ ଭୁଷଣ, ଭୋଜନ, ଅଶ୍ୱ, ମହିଷ ଓ ସ୍ତ୍ରୀ ]