Jump to content

ଭୋଗ କରିବା

ଉଇକିଅଭିଧାନ‌ରୁ

ଭୋଗ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉପଭୋଗ କରିବା —୧. To enjoy.
୨. ରମଣ କରିବା —୨. To cohabit.

(ଉ—ମୁଁ ତ ତାର ଭଗିନୀ ମୋତେ ଲଘିଂ କରି ତୁମ୍ଭଙ୍କୁ କି ଭୋଗ କରିବ ବଳେ ଧରି କୃଷ୍ଣସିଂହ. ମହାଭାରତ ବିରାଟ)

୩. ନିଜେ ଅନୁଭବରେ ଆଣିବା —୩. To experience; to undergo, to go through an experience.

ଅନୁବାଦ

[ସମ୍ପାଦନା]
୪. ନୈବେଦ୍ୟ ଅର୍ପଣ କରିବା —୪. To offer food to a Deity.
୫. ସହିବା —୫. To bear; to suffer.