Jump to content

ଭୋଗ ଗୃହ

ଉଇକିଅଭିଧାନ‌ରୁ

ଭୋଗ ଗୃହ

ଉଚ୍ଚାରଣ

[ସମ୍ପାଦନା]

ଭୋଗ ଶାଳା, ଭୋଗ ସଦ୍ମ, ଭୋଗାବାସଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବାସ ଗୃହ —୧. Residence.
୨. ଅନ୍ତଃପୁର —୨. The harem; ladies apartments.
୩. ଭୋଗ ରନ୍ଧାଯିବା ଘର; ଦିଅଙ୍କ ରୋଷଘର —୩. A room for cooking food for being offered to Deities.