Jump to content

ଭୋଗ ଦେହ

ଉଇକିଅଭିଧାନ‌ରୁ

ଭୋଗ ଦେହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ମୃତ୍ୟୁ ପରେ ମନୁଷ୍ୟର ଜୀବାତ୍ମା ଯେଉଁ ସୂକ୍ଷ୍ମ ଶରୀର ଧାରଣପୂର୍ବକ ପାପ ପୁଣ୍ୟର ଫଳ ଭୋଗ କରେ —୧. The subtle or spritual body of a person after his death.
୨. ସୁଖ ଦୁଃଖ ଭୋଗକାରୀ ଶରୀର —୨. The body which enjoy happiness and suffers misery.