Jump to content

ଭୋଗ ସାଧନ

ଉଇକିଅଭିଧାନ‌ରୁ

ଭୋଗ ସାଧନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭୋଗପାଇଁ ସାଧନା —୧. Practice or solicitations for enjoyment or prosperity.
୨. ଭୋଗର ଉପାୟ ବା ଉପାଦାନ — ୨. Luxury; means or materials of enjoyment; means to enjoyment.