ଭୋଗ ହେବା
ଦେଖଣା
ଭୋଗ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (କୌଣସି ସମ୍ପତ୍ତି କୌଣସି ବ୍ୟକ୍ତିଦ୍ୱାରା) ଉପରକୁ ହେବା —୧. To be enjoyed (anything by any person).
- ୨. (ଦୁଃଖ ସୁଖ ଆଦି) ଅନୁଭବରେ ଆଣିବା —୨. To be experienced or undergone (happiness or suffering).
- ୩. (ସମୟ) ଅତିବାହିତ ହେବା —୩. To pass (said of time).