Jump to content

ଭୋଜନ

ଉଇକିଅଭିଧାନ‌ରୁ

ଭୋଜନ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବି—(ଭୁଜ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. ଭକ୍ଷଣ;ଖାଇବା — ୧. Eating.
୨. (+କର୍ମ ଅନ) ଭକ୍ଷଦ୍ରବ୍ୟ; ଖାଦ୍ୟ —୨. Food.
୩. ଖାଆଇବା; ଲୋକଙ୍କୁ ଖାଇବାକୁ ଦେବା —୩. Feeding people.
୪. (+ଅଧିକରଣ ଅନ)ଭୋଜୀ —୪. A feast.