Jump to content

ଭୋଜପତ୍ର

ଉଇକିଅଭିଧାନ‌ରୁ

ଭୋଜପତ୍ର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଭୁର୍ଜ ପତ୍ର)

[ସମ୍ପାଦନା]
୧. ଭୁର୍ଜ ଗଛ —୧. The Birch tree; Betula Bhojapatra.
୨. ଭୁର୍ଜ ଗଛର ପତଳା ବକଳ — ୨. The bark of the Birch tree.

[ଦ୍ରଷ୍ଟବ୍ୟ —ଏହା ହିମାଳୟରେ ୧୪: ଫୁଟ ଉଚ୍ଚତା


ଅନୁବାଦ

[ସମ୍ପାଦନା]

ପର୍ଯ୍ୟନ୍ତ ସ୍ଥାନରେ ଜନ୍ମେ ଏହାର କାଠ ଖୁବ୍ ଚେମଡ଼ ଓ ବହୁକାଳ ସ୍ଥାୟୀ ଓ ଘର ତିଆରି କାମରେ ଲାଗେ ଏହାର ପତ୍ର ଗୋରୁ ଖାଆନ୍ତି ଏହାର ଛାଲ ନାଲି ଡ ଓ ଫକ୍କା ଧଳା ହୁଏ ଓ ଏଥିରେ ଛାଇ କାଗଜ ପରସ୍ତ ପରସ୍ତ ପରସ୍ତ ହୋଇ ଛାଡ଼େ ଛାଲ ଉପରେ ନାଲି ଡ଼ୋରାମାନ ପଡ଼ି ଥାଏ ଏହାର ପତ୍ରର କ୍ୱାଥ ବାତାନାଶକ ବୈଦେକ ମତରେ ଏହା ବଳକାରକ, କଫ ନାଶକ, କଷାୟ ରସ ଓ ଭୁତଗ୍ରହ କର୍ଣ୍ଣ ରୋଗ, ରକ୍ତ ପିତ୍ତ, ରାକ୍ଷସ, ମୋଦୋଦୋଷ ଓ ବିଷନାଶକ ହିନ୍ଦୀ - ଶ ]