Jump to content

ଭୋଜା

ଉଇକିଅଭିଧାନ‌ରୁ

ଭୋଜା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଭୋଜ୍ୟ)

[ସମ୍ପାଦନା]

ଭୋଜ୍ୟଦ୍ରବ୍ୟ; ଖାଦ୍ୟ — Victuals; food.

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଭୁଜା, ମୁଢ଼ି, ହୁଡ଼ୁମ୍ୱଆଦି ଜଳଖିଆ —Tiffin consisting of fried rice.

(ଉ—ଛାଡ଼ି ଦେଇଥାଏ ସୁସ୍ୱରେ ସଙ୍ଗୀତ , ଆଣ୍ଟି ଭୋଜା ଖାଇ ହୋଇ ଆନନ୍ଦିତ କେଶବ. ବୈତରଣୀ ]