ଭୋଜି
ବହୁ ଲୋକଙ୍କୁ ଦିଆଯିବା ଭୋଜନ —A feast; a dinner partaken of by many people.
[ଉ—ଭୈରଭ ଭୈରବୀ—ଭୋଜି ଭୁମି ପ୍ରାୟ ଦିଶିଲା ସଂଗ୍ରାମ—ସ୍ଥଳୀ ରାଧାନାଥ. ପାର୍ବତୀ ]