Jump to content

ଭୋଜି ବାଜି

ଉଇକିଅଭିଧାନ‌ରୁ

ଭୋଜି ବାଜି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଜିଗର; ଭେଳକୀ; କୁହୁକ; ଦୃଷ୍ଟିର ଭ୍ରମ— ଜନକ ଖେଳ —Legerdemain; feats of jugglery.

(ଉ—ଦେଖି ଗତିପଥେ ଏହିପରି ନାନା, ଅଦ୍ଭୁତ ପରିବର୍ତ୍ତନ ଭୋଜବାଜି ପ୍ରାୟ ଚିନ୍ତାମଣି. ବିକ୍ରମାଦିତ୍ୟ )

୨. ମାୟା — ୨. Illusion.