Jump to content

ଭୋଜୀ

ଉଇକିଅଭିଧାନ‌ରୁ

ଭୋଜୀ

ଉଚ୍ଚାରଣ

[ସମ୍ପାଦନା]
(ଭୋଜିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୁଜ୍ ଧାତୁ+ଇନ୍ ୧ମା. ୧ବ)

[ସମ୍ପାଦନା]

ଯେ ଖାଏ; ଭୁକ୍ —Eating; subsisting on.

[ଦ୍ରଷ୍ଟବ୍ୟ — ଏହି ଶଦ୍ଦ ଅନ୍ୟ ସଙ୍ଗେ ଯୁକ୍ତ ହୁଏ ଯଥା— ମାଂସଭୋଜୀ, ଶାକାତ୍ରଭୋଜୀ ଇତ୍ୟାଦି ]