Jump to content

ଭୋଜ୍ୟୋତ୍ସର୍ଗ

ଉଇକିଅଭିଧାନ‌ରୁ

ଭୋଜ୍ୟୋତ୍ସର୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଶ୍ରାଦ୍ଧ ଦିବସରେ ବ୍ରାହ୍ମଣଙ୍କୁ ଅରନ୍ଧା ଖାଦ୍ୟ ସାମଗ୍ରୀ ଉତ୍ସର୍ଗ କରିବାରୂପ କର୍ମ —The offering of victuals to a Brāhmaṇa on the occasion of a Srāddha.