ଭୋଜୟିତା
ଦେଖଣା
ଭୋଜୟିତା
ଉଚ୍ଚାରଣ
[ସମ୍ପାଦନା](ଭୋଜୟିତ୍ରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭୁଜ୍ ଧାତୁ ଣିଚ୍; ଭୋଜି ଧାତୁ= ଖୁଆଇବା +ତୁ; ଭୋଜୟତୁ; ୧ମା. ୧ବ)
[ସମ୍ପାଦନା]- ୧. ଯେ ଅନ୍ୟ ବ୍ୟକ୍ତିଙ୍କୁ ଖୁଆଏ —୧. Feeding another person.
- ୨. ଅନ୍ନଦାତା —୨. Givi୮ng or bestowing food on another.
ବିଶେଷ୍ୟ -
[ସମ୍ପାଦନା]ଅତିଥିଙ୍କୁ ଖାଇବାକୁ ଦେବା ବ୍ୟକ୍ତି —A host.