ଭୋଟ୍
କୌଣସି ବିଶିଷ୍ଟ କାର୍ଯ୍ୟ ପାଇଁ ଆପଣା ମଧ୍ୟରୁ ବ୍ୟକ୍ତିବିଶେଷଙ୍କୁ ନିର୍ବାଚନ କରିବା ପାଇଁ ଦଳସ୍ଥ ପ୍ରତ୍ୟେକ ବ୍ୟକ୍ତିଙ୍କର ଦେବା ମତ —Vote.