Jump to content

ଭୋଦେଇ

ଉଇକିଅଭିଧାନ‌ରୁ

ଭୋଦେଇ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ଭାଦ୍ର)

[ସମ୍ପାଦନା]

ଭାଦ୍ରମାସରେ ଜନ୍ମବା ବା ଅମଳ ହେବା —Produced in or harvested during the month of Bhādra.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ଚିଙ୍ଗୁଡ଼ି ମାଛ —A kind of shrimp

[ଦ୍ରଷ୍ଟବ୍ୟ —ଏମାନେ ଭାଦ୍ରବ ମାସରେ ବହୁ ପରିମାଣରେ ଧରାଯାଆନ୍ତି ]