ଭୋଦେବା
ଦେଖଣା
ଭୋଦେବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. କେବେ; କିମିତି; ଅକାଳେ ସକାଳେ —୧. Untimely and at irregular intervals.
- ୨. ଦୈବାତ୍; ଅକସ୍ମାତ୍ — ୨. Accidentally.
- ୩. କ୍ୱଚିତ୍; କଦାଚିତ୍ — ୩. Scarcely.
- ୪. ଅନିୟମିତରୂପେ ଓ ଅତି ଅଳ୍ପ ଥର — ୪. At times; few and far between.
(ଯଥା— ମୁଁ ଭୋଦେବା କଲିକତା ଯାଏଁ )