ଭୋପା
ଦେଖଣା
ଭୋପା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମିହାଦେବ, ପାର୍ବତୀ ଓ ଗ୍ରାମଦେବତାଙ୍କର ଶୂଦ୍ର ସେବକ ବା ମାଳି —୧. A caste of Sūdra Sebakas of Ṡiba and Pārbatī or other village gods and goddesses.
- ୨. ବାଗାଡ଼ାମ୍ୱର— ପ୍ରିୟ ବ୍ୟକ୍ତି —୨. A braggart.
- ୩. ମିଛୁଆ — ୩. A liar.
ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ବହୁଭାଷୀ) ଗପଡ଼ି — ୧. Talkative.
- ୨. ବାଗାଡ଼ମ୍ୱର ପ୍ରିୟ; ଗପଡ଼ି — ୨. Bragging; boastful.
- ୩. ମିଛୁଆ; ମିଥ୍ୟାବାଦୀ — ୩. Laying.
- ୪. ଅବ୍ୟବସ୍ଥିତ; ଯେଉଁ ଲୋକର କାମରେ କିଛି ଠିକ୍ ଠିକଣା ନ ଥାଏ —୪. Whimsical.
- ୫. ଅଲୁରୁବାଲୁରିଆ —୫. Unmethodical.
- ୬. ନିର୍ବୁଦ୍ଧିଆ; ବିବେଚନା ଶୂନ୍ୟ —୫. Foolish; unthoughtful.