ଭୋପାଳ
ଦେଖଣା
ଭୋପାଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ମଧ୍ୟଭାରତରେ ମୁସଲମାନମାନଙ୍କଦ୍ୱାରା ଶାସିତ ଏକ ପ୍ରଧାନ ମିତ୍ରରାଜ୍ୟ —A native State in Central India ruled by a Mussalman Nabab.
[ଦ୍ରଷ୍ଟବ୍ୟ —ହିନ୍ଦୁରାଜା ଭୋପାଳଙ୍କଦ୍ୱାରା ନଗର ସ୍ଥାପିତ ହୋଇ ଥିବାରୁ ତାହାଙ୍କ ନାମାନୁସାରେ ଏହାର ନାମ ଭୋପାଳ ହୋଇଥିଲା (ମଦନମୋହନ ତୀର୍ଥଦର୍ଶନ) ]