ଭୋର୍
ଦେଖଣା
ଭୋର୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଭୃ ଧାତୁ=ପୂରଣ କରିବା)
[ସମ୍ପାଦନା]- ୧. ପୂର୍ଣ୍ଣ — ୧. Filled up.
- ୨. ଉଜ୍ଜ୍ୱଳ; ଜାକଜମକ —୨. Splendid; bright; dazzling.
- ୩. ଆଡ଼ମ୍ୱର— ପୂର୍ଣ୍ଣ —୩. Pompous.
- ୪. ସମାପ୍ତ —୪. Finished; completed.
- ୫. ବିଭୋର; ଭୋଳ —୫. Enchanted.
- ୬. ପ୍ରକାଶିତ; ପ୍ରକଟିତ —୬. Published.
- ୭. ନିଶାରେ ଉନ୍ମତ୍ତ —୭. Intoxicated.
ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଭା ଧାତୁ; ରାତ୍ରିର ଶେଷ ବା ସମାପ୍ତି)— ପ୍ରତ୍ୟୁକ୍ଷ; ପ୍ରାତଃକାଳ —୧. Morning; dawn; day- break.
- ୨. ଶେଷ; ସମାପ୍ତି —୨. Completion; finish.
- ୩. ଦୀପ୍ତି —୩. Lustre,
- ୪. ଆଡ଼ମ୍ୱର —୪. Ado; pomp.