Jump to content

ଭୋଳା

ଉଇକିଅଭିଧାନ‌ରୁ

ଭୋଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଭୋଳାପଣ—ବି)

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ବିହ୍ୱଳ)

[ସମ୍ପାଦନା]
୧. ଉନ୍ନତ୍ତ —୧. Intoxicated.

(ଉ—ସାରସ ଗତି ଅବଳା, ସାର ସଙ୍ଗତ ପାଇ ମୁହିଁ ନିରତେ, ଭାବେ ହେଉ ଥାଇ ଭୋଳା କିବସୂର୍ଯ୍ୟ. ଢୁମ୍ପା ଗୀତ)

୨. ବିସ୍ମରଣଶୀଳ — ୨. Forgetful.
୩. ବାଉଳା —୩. Mad.
୪. ଅକପଟ (ବ୍ୟକ୍ତି); ସରଳ ହୃଦୟ —୪. Frank.

=== ବିଶେଷ୍ୟ -

୧. ଭୋଳାନାଥ (ଦେଖ) - —୧. Bhoḻānātha (See).
୨. ଭୋଳାନାଥର ଡାକ ନାମ —୨. A name for calling Bhoḻānātha