Jump to content

ଭୋଳିତ

ଉଇକିଅଭିଧାନ‌ରୁ

ଭୋଳିତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବିହ୍ୱଳିତ)

[ସମ୍ପାଦନା]
୧. ଭୋଳ; ମୁଗ୍ଧ — ୧. Enchanted.
୨. ଉନ୍ମତ୍ତ —୨. Intoxicated.
୩. ବିସ୍ମୃତିଶୀଳ; ଭ୍ରାନ୍ତ —୩. Forgetful; oblivious.