Jump to content

ଭୌଜଙ୍ଗ

ଉଇକିଅଭିଧାନ‌ରୁ

ଭୌଜଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୁଜଙ୍ଗ+ଅ)

[ସମ୍ପାଦନା]

ସର୍ପ ସମ୍ୱନ୍ଧୀୟ —Serpentine.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅଶ୍ଳେଷା ନକ୍ଷତ୍ର —The ୯th lunar mansion.

(ନକ୍ଷତ୍ର ତଳେ ଟୀକା ଦେଖ)