Jump to content

ଭୌମ

ଉଇକିଅଭିଧାନ‌ରୁ

ଭୌମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭୂମି+ସମ୍ୱନ୍ଧାର୍ଥେ. ଅ)

[ସମ୍ପାଦନା]
୧. ପାର୍ଥିବ — ୧. Terrestrial; worldly.
୨. ଭୂମିସମ୍ୱନ୍ଧୀୟ — ୨. Earthly.
୩. ଭୂମିରୁ ଉତ୍ପନ୍ନ —୩. Produced from the earth.

ବିଶେଷ୍ୟ - (ଭୂମି+ଅପତ୍ୟାର୍ଥେ. ଅ)

[ସମ୍ପାଦନା]
୧. ପୃଥିବୀପୁତ୍ର; ମଙ୍ଗଳ ଗ୍ରହ —୧. The planet Mars.
୨. ଆକାଶ; ଅମ୍ୱର —୨. The sky.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରାଚୀନ ଉତ୍କଳର ଏକ ରାଜବଂଶ —A dynasty of kings of ancient Orissa.