Jump to content

ଭୌମିକ

ଉଇକିଅଭିଧାନ‌ରୁ

ଭୌମିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ଭୂମି+ଇକ)

[ସମ୍ପାଦନା]

ଭୂମିସ୍ଥିତ —Situated on the ground.

ବିଶେଷ୍ୟ -

[ସମ୍ପାଦନା]
୧. ଭୂସ୍ୱାମୀ; ଜମିଦାର — ୧. Landlord.
୨. ସାମନ୍ତ ରାଜାଙ୍କ ଉପାଧି — ୨. Title of feudal lords.

[ ଦ୍ର—ଏଥିର ଅପଭ୍ରଂଶ ଭୂଇଆଁ, ଭୁୟା]