Jump to content

ଭୌମୀ

ଉଇକିଅଭିଧାନ‌ରୁ

ଭୌମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭୂମି+ଅପତ୍ୟାର୍ଥେ ଅ+ସ୍ତ୍ରୀ. ଈ)

[ସମ୍ପାଦନା]

ଧରାସୁତା; ସୀତ —Sītā.

[ଦ୍ରଷ୍ଟବ୍ୟ —ଏହାଙ୍କୁ ଜନକ ଋଷି ହଳ କରିବା ସମୟରେ ଲଙ୍ଗଳ ସିଆରରୁ ପାଇଥିଲେ]