ଭ୍ରଂଶ
ଦେଖଣା
ଭ୍ରଂଶ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଭ୍ରନ୍ସ ଧାତୁ=ପତିତ ହେବା+ଅ)
[ସମ୍ପାଦନା]- ୧. ଲୋପ; ନାଶ; ବିନାଶ —୧. Destruction.
- ୨. ସର୍ବନାଶ — ୨. Ruin.
- ୩. ପତନ —୩. Overthrow; fall.
- ୪. ଅବନତି —୪. Degeneration;deterioration.
- ୫. ଚ୍ୟୁତି —୫. Slipping off.
- ୬. ପଳା— ୟନ —୬. Fleeing away.
- ୭. ସନ୍ନାର୍ଗରୁ ସ୍ଖଳନ — ୭. A fall from virtue; depravity.