ଭ୍ରଂଶାଇବା
ଭ୍ରଷ୍ଟ କରିଇବା —To cause to be displaced.
[ ଉ—ପୁଣି ଭ୍ରଂଶାଉ ସୁଖ ସ୍ଥାନୁଁ ଯେଣୁ ହୋଇଲା ତୋର ମନ୍ୟୁ—ଜଗନ୍ନାଥ. ଭାଗବତ ]