ଭ୍ରମକମାରୀ
ଦେଖଣା
ଭ୍ରମକମାରୀ
ଉଚ୍ଚାରଣ
[ସମ୍ପାଦନା](ଭ୍ରମରାଦ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଭ୍ରମକମାରୀ
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଭଅଁରମାରି (ଦେଖ) - —୧. Bha-añra- māri (See)
[ଦ୍ରଷ୍ଟବ୍ୟ —ଏ ଗଛ ମାଳବଦେଶରେ ଅଧିକ ପରିମାଣରେ ଜନ୍ମେ ଏଥିର ଫୁଲ ସୁନ୍ଦର ଓ ସୁଗନ୍ଧିତ ବୈଦ୍ୟକମତରେ ଏହା ତିକ୍ତ; ଏହା ଶ୍ଲେଷ୍ମ, ଜ୍ୱର, ଶୋଥ, କୁଷ୍ଠ , ବ୍ରଣ ଓ ତ୍ରିଦୋଷନାଶକ—ହିନ୍ଦୀ - ଶ. ଭଅଁରମାରୀ ତଳେ ଟୀକା ଦେଖ ]