Jump to content

ଭ୍ରମଣୀ

ଉଇକିଅଭିଧାନ‌ରୁ

ଭ୍ରମଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଭ୍ରମଣ+ଈ)

[ସମ୍ପାଦନା]
୧. ବୁଲିବା; ବୁଲା —୧. Walking; walk.

(ଉ—ନନ୍ଦନୀଗ୍ରାମପୁର ଗମଇ ପ୍ରଖର, ଗଳିପଡ଼େ ଶ୍ରମଢଝାଳ, ରଜନୀ ଭ୍ରମଣୀ ସାରିଣ ସେକାଳ ମିଳିଲେ କୈକେୟୀ ବାଳ ବିଶ୍ୱନାଥ. ବିଚିତ୍ରରାମାୟଣ)

୨. ଜୋକ (ହିନ୍ଦୀ - ଶ) — ୨. Leech.