Jump to content

ଭ୍ରମଣ ଶୀଳ

ଉଇକିଅଭିଧାନ‌ରୁ

ଭ୍ରମଣ ଶୀଳ

ଉଚ୍ଚାରଣ

[ସମ୍ପାଦନା]
(ଭ୍ରମଣଶୀଳା—ସ୍ତ୍ରୀ) 

(ଭ୍ରମଣଶୀଳତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭ୍ରମଣ+ଶୀଳ; ବହୁବ୍ରୀହ)

[ସମ୍ପାଦନା]

ବୁଲା — Itinerant; roving.