Jump to content

ଭ୍ରମର

ଉଇକିଅଭିଧାନ‌ରୁ

ଭ୍ରମର

ଉଚ୍ଚାରଣ

[ସମ୍ପାଦନା]
(ଭ୍ରମରୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଭ୍ରମ୍ ଧାତୁ+କର୍ତ୍ତୃଅ. ର)

[ସମ୍ପାଦନା]
୧. ଭୃଙ୍ଗ; ମଧୁକର; ଭଅଁର —୧. Large black bee; humble bee.
୨. କାମୁକ —୨. A lecherous person.
୩. ଭଅଁର; କାଠରେ ରନ୍ଧ୍ର କରିବା ଯନ୍ତ୍ର —୩. A drilling machine; brace and bit; gimlet.

ଦେଶଜ - ବିଶେଷ୍ୟ - (୬ଷ୍ଠୀ ବିଭକ୍ତି)

[ସମ୍ପାଦନା]

ଭ୍ରମଣର; ଚଳନର —Of walking; of movement.

(ଉ—ଭଙ୍ଗୀଚାହାଁ, ଭୂରୂନୀଳ ଭୂଜଙ୍ଗୀ ଭ୍ରମର ଜୀବ ସଙ୍ଗି କବିସୂର୍ଯ୍ୟ. କିଶୋରୀଚମ୍ପୂ ଭ. ଗୀତ)