Jump to content

ଭ୍ରମରଚ୍ଛଳୀ

ଉଇକିଅଭିଧାନ‌ରୁ

ଭ୍ରମରଚ୍ଛଳୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଜଙ୍ଗଲୀ ବଡ଼ ବୃକ୍ଷବିଶେଷ —A kind of big wild tree.

[ଦ୍ରଷ୍ଟବ୍ୟ —ଏହାର ପତ୍ର ବାଦମ ପତ୍ର ପରି; ଗଛ ବହୁତ ଛୁଇଁ ଧରେ; ଏହାର କାଠ ଧଳା ଓ ଉତ୍କୃଷ୍ଟ ଥିବାରୁ ଏଥିରେ ଖଣ୍ଡାର ଖୋଳ ତିଆରି କରାଯାଏ ବୈଦ୍ୟକମତରେ ଏହା ରାଗ, ରୂଚିକର, ଅଗ୍ନିଦୀପକ ଓ ସର୍ବ ଦୋଷଯୁକ୍ତ— ନାଶକ—ହିନ୍ଦୀ - ଶ]