ଭ୍ରମରୀ
ଦେଖଣା
ଭ୍ରମରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଭ୍ରମର+ଈ)
[ସମ୍ପାଦନା]- ୧. ମାଈ ଭଅଁର — ୧. A female wasp.
- ୨. ଭ୍ରମରଚ୍ଛଳୀ (ଦେଖ) - —୨. Bhramarchchhaḻī (See)
- ୧. ଜତୁକା ନାମକ ଲତା; ପୁତ୍ରଦାତ୍ରୀ (ହିନ୍ଦୀ - ଶ.) — ୧. A kind of herbal creeper.
- ୨. ମୃଗୀ ରୋଗ (ହିନ୍ଦୀ - ଶ.) —୨. Epilepsy.
- ୩. ପାର୍ବତୀ (ହିନ୍ଦୀ - ଶ.) —୩. Pārbatī.