ଭ୍ରମିବା
ଦେଖଣା
ଭ୍ରମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ଭ୍ରମ ଧାତୁ)
[ସମ୍ପାଦନା]- ୧. ଭ୍ରମଣ କରିବାର — ୧. To walk; to travel.
(ଉ—ଦୈବେ ଜରା ନାମେ ରାକ୍ଷସୀ ଭ୍ରମୁ ଥିଲା କୃଷ୍ଣସିଂହ ମହାଭାରତ. ସଭା)
- ୨. ଭୁଲ୍ କିରବା —୨. To commit mistake.
(ଉ—ଭ୍ରମିଥିଲି ବୋଲି ପୁଣି ହାସ କଲା ଜାତ ଭଞ୍ଜ. କୋଟିବ୍ରବ୍ମାଣ୍ଡସୁନ୍ଦରୀ)
- ୩. ଘୁରିବା —୩. To whirl; to spin round.
(ଉ—କୁଶଳ ନର୍ତ୍ତକୀ ଭ୍ରମରୀ ପରାୟେ ଭ୍ରମିଲେ ବାତଚକ୍ର— ମାନେ ଦୀନକୃଷ୍ଣ ରସକଲ୍ଲେଳ)