Jump to content

ଭ୍ରମି ହେବା

ଉଇକିଅଭିଧାନ‌ରୁ

ଭ୍ରମି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବୃଥାରେ ବୁଲିବା —୧. Top walk or wander aimlessly.
୨. ଭ୍ରମରେ ପଡ଼ିବା —୨. To fall into error.

(ଉ—ସବୁ କଥା ଜାଣି ବା ଭ୍ରମୁଅଛ ତୁମ୍ଭେ କୃଷ୍ଣସିଂହ ମହାଭାରତ ସଭ)

୩. ଇତସ୍ତତଃ ବୁଲିବା —୩. To wander; to roam about.