Jump to content

ଭ୍ରମୀ

ଉଇକିଅଭିଧାନ‌ରୁ

ଭ୍ରମୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଭ୍ରମ୍ ଧାତୁ+କର୍ତ୍ତୃ. ଇ; +ଈ)

[ସମ୍ପାଦନା]
୧. ଜଳଭ୍ରମି; ଜଳାବର୍ତ୍ତ; ପାଣି ଭଉଁରି —୧. Whirlpool; eddy.
୨. ଘୂର୍ଣ୍ଣିବାୟୁ —୨. whirl-wind.

ଦେଶଜ - ବି— (ସଂସ୍କୃତ - ଭ୍ରମ)

[ସମ୍ପାଦନା]

ମୂର୍ଚ୍ଛା —Swoon.



ଭ୍ରମୀ

ଉଚ୍ଚାରଣ

[ସମ୍ପାଦନା]
(ଭ୍ରମିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଭ୍ରମ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଭ୍ରାନ୍ତ — ୧. Mistsken.
୨. ଭୟଚକିତ (ହିନ୍ଦୀ - ଶ) — ୨. Bewildered; alarmed.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭ୍ରମଣ (ହିନ୍ଦୀ - ଶ) —୧. Walking; roaming.
୨. ଘୁରିବା —୨. Whirling; spinning round.
୩. ସୈନିକ ମଣ୍ଡଳ ଏକ ସ୍ଥାନରେ ଠିଆ ହୋଇ ରହିବା ରୂପ ସେନାରଚନା (ହିନ୍ଦୀ - ଶ) —୩. Battle-array in which the army stands fixed in a particular position.
୪. ମଳମଳି; ପାଣିର ଖୁବ୍ ସ୍ରୋତ ଥିବା ଭଉଁରୀ (ହିନ୍ଦୀ - ଶ) —୪. Whirlpool.
୫. କୁମ୍ଭାରର ତକ (ହିନ୍ଦୀ - ଶ) —୫. Potter's wheel.