ଭ୍ରମେଇବା
ଦେଖଣା
ଭ୍ରମେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଭ୍ରମିବା କ୍ରିୟାର ଣିଜନ୍ତି ରୂପ — ୧. The causative form of Bhramibā.
- ୨. ବହୁତ ବୁଲାଇବା —୨. To cause to walk much.
- ୩. ଭ୍ରମରେ ପକାଇବା ୩. To cause one to fall into error.
- ୪. ଘୂରିବା —୪. To whirl.
(ଯଥା.—ମୋ ମଣ୍ଡ ଭ୍ରମାଉଛି)
- ୫. ଘୁରାଇବା —୫. To cause to spin round or whirl.