Jump to content

ଭ୍ରମ କରିବା

ଉଇକିଅଭିଧାନ‌ରୁ

ଭ୍ରମ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଭୁଲ୍ କରିବା —୧. To commit. mistake; to err.
୨. ଉଦ୍ଦେଶ୍ୟରୁ ଭ୍ରଷ୍ଟ ହେବା —୨. To slip off from one's aim.

(ଉ—ଏରୁପେ ଯୋଗ ସମାଧିରେ ଯେବେ ଏ ମନ ଭ୍ରମ କରେ, ତେବେ ସଂଯମ ମନ କରି, ଧ୍ୟାନେ ଚିନ୍ତିବ ନରହରି ଜଗନ୍ନାଥ ଭାଗବତ)

୩. ମନରେ ଭ୍ରାନ୍ତ ଧାରଣା ପୋଷଣ କରିବା —୩. To mistake; to entertain a mistaken notion.