Jump to content

ଭ୍ରମ ମାଣ

ଉଇକିଅଭିଧାନ‌ରୁ

ଭ୍ରମ ମାଣ

ଉଚ୍ଚାରଣ

[ସମ୍ପାଦନା]
(ଭ୍ରମମାଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଭ୍ରମ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଘୂର୍ଣ୍ଣ୍ୟମାନ —୧. Whirling.
୨. ଭ୍ରମଣଶୀଳ —୨. Itinerant; walking; travelling.