ଭ୍ରଷ୍ଟ
ଦେଖଣା
ଭ୍ରଷ୍ଟ
ଉଚ୍ଚାରଣ
[ସମ୍ପାଦନା](ଭଷ୍ଟା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ଭନ୍ଶ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଅଧଃପତିତ; ଚ୍ୟୁତ — ୧. Fallen down; degraded.
- ୨. ସ୍ଥାନ ଚ୍ୟୁତ —୨. Displaced; expelled.
- ୩. ଭଣ୍ଡୋର; ନଷ୍ଟ —୩. Degenerated; spoiled.
- ୪. ଅଧାର୍ମିକ; ଅସତ୍ —୪. Irreligious.
- ୬. ଦୁରାଚାର ୬. Depraved.
- ୭. (ଆଜ୍ଞା) ଲଂଘିତ —Transgressed.