Jump to content

ଭ୍ରଷ୍ଟା

ଉଇକିଅଭିଧାନ‌ରୁ

ଭ୍ରଷ୍ଟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୁଳଟା ସ୍ତ୍ରୀ; ଅସତୀ; ବ୍ୟଭିଚାରିଣୀ; ପୁଂଶ୍ଚଳୀ —A spoiled woman; a lewd woman; an unchaste woman; an adulteress.

ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ଭ୍ରଷ୍ଟର ସ୍ତ୍ରୀଲିଙ୍ଗ —Feminine of Bhrashṭa)

ଦୁଶ୍ଚିରିତ୍ରା —Depraved; adulterous (woman).