Jump to content

ଭ୍ରଷ୍ଟ କରିବା

ଉଇକିଅଭିଧାନ‌ରୁ

ଭ୍ରଷ୍ଟ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନଷ୍ଟ କରିବା —୧. To spoil,
୨. ଦୂଷିତ କରିବା —୨. To corrupt.
୩. ନ ପାଳିବା —୩. To disobey.

[ ଦ୍ର—ଯେ ପିତା ଆଜ୍ଞା ଭ୍ରଷ୍ଟ କରେ, ନରକେ ପଡ଼ଇ ନିର୍ଭରେ ଭୂପତି ପ୍ରେମଗ ପଞ୍ଚାମୃତ)