Jump to content

ଭ୍ରାଜିଷ୍ଣୁ

ଉଇକିଅଭିଧାନ‌ରୁ

ଭ୍ରାଜିଷ୍ଣୁ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ -(ଭ୍ରାଜ୍ ଧାତୁ+ଶୀଳାର୍ଥେ., ଇଷ୍ଣୁ)

[ସମ୍ପାଦନା]
୧. ଦୀପ୍ତିଶୀଳ — ୧. Respendent; Inustrous; shining
୨. ଉଜ୍ଜ୍ୱଳ —୨. Bright.
୩. (ଶୋଭାଯୁକ୍ତ; ସୁନ୍ଦର ୩. Beautiful.