Jump to content

ଭ୍ରାତା

ଉଇକିଅଭିଧାନ‌ରୁ

ଭ୍ରାତା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି— (ଭ୍ରାଜ୍ ଧାତୁ+କର୍ତ୍ତୃ. ତୃ; ଭ୍ରାତୃ ଶବ୍ଦ, ୧ମା, ୧ବ)

[ସମ୍ପାଦନା]

ସହୋଦର; ଭାଇ— Brother.

[ ଦ୍ର—ଏହା ସମାସରେ ଭ୍ରାତୃ ରୂପ ଧାରଣ କରେ ଯଥା—ଭ୍ରାତୃବଧୁ, ଭ୍ରାତୃ ବିରୋଧ, ଭ୍ରାତୃ ସ୍ନେହ ଇତ୍ୟାଦି]