Jump to content

ଭ୍ରାତୃକ

ଉଇକିଅଭିଧାନ‌ରୁ

ଭ୍ରାତୃକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଭ୍ରାତୃ+କ)

[ସମ୍ପାଦନା]

ଭ୍ରାତୃଯୋଗ୍ୟ —Fit for a brother.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଭାଇ ଠାରୁ ମିଳିବା ଧନ ଆଦି (ଦି.ଶ) —Riches or property acquired from one's brother.