ଭ୍ରାତୃପ୍ରେମ
ଭାଇ ବାଇ ମଧ୍ୟରେ ସୌହାର୍ଦ୍ଦ୍ୟ —Brotherly attachment.
[ଦ୍ରଷ୍ଟବ୍ୟ — ଏହା ଦୁଇ ପ୍ରକାର ଯଥା— ବଡ଼ଭାଇ ପ୍ରତି ସାନଭାଇର ଭକ୍ତି ଓ ସାନଭାଇ ପ୍ରତି ବଡ଼ଭାଇର ବାତ୍ସଲ୍ୟ]