Jump to content

ଭ୍ରାତୃବାତ୍ସଲ୍ୟ

ଉଇକିଅଭିଧାନ‌ରୁ

ଭ୍ରାତୃବାତ୍ସଲ୍ୟ

ଉଚ୍ଚାରଣ

[ସମ୍ପାଦନା]

(ଭ୍ରାତୃସ୍ନେହ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସାନ ଭାଇ ପ୍ରତି ବଡ଼ଭାଇର ବା ବଡ଼ଭଉଣୀର ସ୍ନେହ Brotherly affection; affection for one's younger brother.