Jump to content

ଭ୍ରାତୃ ବୃନ୍ଦ

ଉଇକିଅଭିଧାନ‌ରୁ

ଭ୍ରାତୃ ବୃନ୍ଦ

ଉଚ୍ଚାରଣ

[ସମ୍ପାଦନା]

(ଭ୍ରାତୃଗଣ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଭାଇମାନେ —୧. Brothers.
୨. ଏକଦେଶବାସୀ ବା ଏକ ଜାତୀୟ ବା ଏକ ବ୍ୟବସାୟାବଲମ୍ୱୀ ବା ଏକ ସ୍ଥାନରେ ଉପସ୍ଥିତ ବ୍ୟକ୍ତିଗଣ — ୨. Brethren.