ଭ୍ରାନ୍ତ
ଦେଖଣା
ଭ୍ରାନ୍ତ
ଉଚ୍ଚାରଣ
[ସମ୍ପାଦନା](ଭ୍ରାନ୍ତା—ସ୍ତ୍ରୀ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଭ୍ରମ୍ ଧାତୁ+କର୍ତ୍ତୃ. ତ)
[ସମ୍ପାଦନା]- ୧. ଘୂର୍ଣ୍ଣାୟମାନ —୧. Whirling; revolving.
- ୨. ଭ୍ରମଣଶୀଳ — ୨. Itinerant.
- ୩. ଯେ ଭ୍ରମଣ କରିଥାଏ —୩. Travelled.
- ୪. ଭ୍ରମପୂର୍ଣ୍ଣ —୪. Erroneous; full of mistakes.
- ୫. ଯାହାର ଭ୍ରମ ଜନ୍ମି ଥାଏ —୫. Mistaken; deluded;. fallen in to error; erring.
- ୬. କିଂକର୍ତ୍ତବ୍ୟବିମୂଢ଼ (ହିନ୍ଦୀ - ଶ) —୬. Bewildered.
- ୭. ଉନ୍ନତ୍ତି (ହିନ୍ଦୀ - ଶ.) —୭. Maddened.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ମତ୍ତ ହାତୀ (ହିନ୍ଦୀ - ଶ) —୧. A maddened elephant.
- ୨. ଏକପ୍ରକାର ଧତୁରା; ରାଜଧାତୁରା (ହିନ୍ଦୀ - ଶ) —୨. A large species of thorn apple plant.